📞 +91 9583789855 📧 info@asmitatv.in
Asmita TV Logo

ଗଞ୍ଜାମ କୋଟିନଡ଼ା ଥାନା ଭେଟନଇ ଗାଁରେ ଅଭାବନୀୟ ଘଟଣା  : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ହସ୍ପିଟାଲକୁ  ସ୍ଥାନାନ୍ତର
Mar 28, 2026

ଗଞ୍ଜାମ କୋଟିନଡ଼ା ଥାନା ଭେଟନଇ ଗାଁରେ ଅଭାବନୀୟ ଘଟଣା : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର


ଆସ୍କା କୋଟିନଡାରେ ଅଭାବନୀୟ ଘଟଣା । ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଆଉ ଜଣେ ଯୁବତୀ | ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି


ବ୍ରହ୍ମପୁର : ଆସ୍କା କୋଟିନଡାରେ ଅଭାବନୀୟ ଘଟଣା । ଦେହରେ କିରୋସିନ ଢାଳି ନିଆଁ ଲଗାଇଲେ ଯୁବତୀ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ଯୁବତୀଙ୍କ ଶରୀରର 60 ପ୍ରତିଶତ ପୋଡି ଯାଇଛି । ଘରେ କେହି ନଥିବା ସମୟରେ ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ଯୁବତୀ । ତେବେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନି । ସୂଚନା ମୁତାବକ ପ୍ରେମରେ ବିଫଳ ହୋ ଏପରି ଆତ୍ମହତ୍ୟା କରିଛନ୍ତି ବୋଲି ସେହି ଅଞ୍ଚଳର ଗ୍ରାମବାସୀ ଆଲୋଚନା ହେବାର ଶୁଣିବାକୁ ମିଳିଛି |


Author : asmiitatv live Date: 2026-03-28

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved