📞 +91 9583789855 📧 info@asmitatv.in
Asmita TV Logo

ଶିକ୍ଷା

ନିଟ୍-ୟୁଜି, ସିବିଏସ୍‌ଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ସଙ୍କେତ

ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀଙ୍କର ୯୮ ଲକ୍ଷ ଖାତା (୪୦ କୋଟି ପୃଷ୍ଠା) ର ଡିଜିଟାଲ୍ ଯାଞ୍ଚ ହୋଇଥିଲା। ଏଥିରେ ସ୍କାନିଂ ଅସ୍ପଷ୍ଟ ହେବା, କିଛି ପ୍ରଶ୍ନ ଚେକ୍ ନହେବା ଏବଂ ପୋର୍ଟାଲ୍ କ୍ରାସ୍ ହେବା ଭଳି ସମସ୍ୟା ଆସିବା ପରେ ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ତ୍ରୁଟିକ...

ନିଟ୍-ୟୁଜି, ସିବିଏସ୍‌ଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ସଙ୍କେତ
ନିଟ୍-ୟୁଜି, ସିବିଏସ୍‌ଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ସଙ୍କେତ

ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀଙ୍କର ୯୮ ଲକ୍ଷ ଖାତା (୪୦ କୋଟି ପୃଷ୍ଠା) ର ଡିଜିଟାଲ୍ ଯାଞ୍ଚ ହୋଇଥିଲା। ଏଥିରେ ସ୍କାନିଂ ଅସ୍ପଷ୍ଟ ହେବା, କିଛି ପ୍ରଶ୍ନ ଚେକ୍ ନହେବା ଏବଂ ପୋର୍ଟାଲ୍ କ୍ରାସ୍ ହେବା ଭଳି ସମସ୍ୟା ଆସିବା ପରେ ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ତ୍ରୁଟିକୁ ସ୍ୱୀକାର କରୁଛନ୍ତି ଏବଂ ପୁନଃ-ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରାଯିବ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ କୌଣସି ପ୍ରାଇଭେଟ୍ କମ୍ପାନୀ ହୁଅନ୍ତୁ ବା ସିବିଏସ୍‌ଇର କୌଣସି ଅଧିକାରୀ ହୁଅନ୍ତୁ କିମ୍ବା ସରକାରଙ୍କ ଭିତରେ ଥିବା କୌଣସି ବ୍ୟକ୍ତି ହୁଅନ୍ତୁ; ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅନିୟମିତତା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ଏବଂ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ତ୍ରୁଟିକୁ ନେଇ ଦେଖାଦେଇଥିବା ବିବାଦ ଉପରେ କଡା ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହି ପରୀକ୍ଷାଗୁଡ଼ିକରେ ହୋଇଥିବା ଅନିୟମିତତା ପାଇଁ ଦାୟୀ କୌଣସି ବି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ

ପ୍ରକାଶ ପାଇଛି CBSE ଦଶମ ରେଜଲ୍ଟ

ଶିକ୍ଷା

ପ୍ରକାଶ ପାଇଛି CBSE ଦଶମ ରେଜଲ୍ଟ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା...

ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ, କଂଗ୍ରେସ କଲା ପୋଷ୍ଟ ମଟମ୍

ଶିକ୍ଷା

ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ, କଂଗ୍ରେସ କଲା ପୋଷ୍ଟ ମଟମ୍

ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ଖୋଦ୍ ଅଧ୍ୟାପକମାନେ ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନ...

ଗଛ ମୂଳେ ଖଡି ଛୁଆଁ ଉତ୍ସବ

ଶିକ୍ଷା

ଗଛ ମୂଳେ ଖଡି ଛୁଆଁ ଉତ୍ସବ

ବାସୁଦେବପୁର ବ୍ଲକର ବୋହୂମାଘେରୀ ପ୍ରାଥମିକ ବିଦ୍ୟାଳୟର ଦେଖିବାକୁ ମିଳୁଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ହେଲେ ଦେଶର ଭବିଷ୍ୟତ କୁହା ଯାଉଥ...

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved