📞 +91 9583789855 📧 info@asmitatv.in
Asmita TV Logo

ମନୋରଞ୍ଜନ

ବିଦାଇବେଳେ ଶାଶୁ ମାଗିଥିଲେ ଦୁଇଲକ୍ଷ ଟଙ୍କା

ଭୋପାଳରେ ଘଟିଥିବା ପୂର୍ବତନ ଅଭିନେତ୍ରୀ ତଥା ମଡେଲ ତ୍ୱିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ବର୍ତ୍ତମାନ ଏକ ହାଇପ୍ରୋଫାଇଲ ମାମଲାର ରୂପ ନେଇଛି । ତାଙ୍କ ପରିବାରର ଅଭିଯୋଗ କ୍ରମେ ମଧ୍ୟପ୍ରଦେଶ ସରକାର ଏହି ମାମଲାର ସିବିଆଇ (CBI) ତଦନ୍ତ ପାଇଁ ସୁପାରିଶ କରିଛନ୍ତି...

ବିଦାଇବେଳେ ଶାଶୁ ମାଗିଥିଲେ ଦୁଇଲକ୍ଷ  ଟଙ୍କା
ବିଦାଇବେଳେ ଶାଶୁ ମାଗିଥିଲେ ଦୁଇଲକ୍ଷ ଟଙ୍କା

ଭୋପାଳରେ ଘଟିଥିବା ପୂର୍ବତନ ଅଭିନେତ୍ରୀ ତଥା ମଡେଲ ତ୍ୱିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ବର୍ତ୍ତମାନ ଏକ ହାଇପ୍ରୋଫାଇଲ ମାମଲାର ରୂପ ନେଇଛି । ତାଙ୍କ ପରିବାରର ଅଭିଯୋଗ କ୍ରମେ ମଧ୍ୟପ୍ରଦେଶ ସରକାର ଏହି ମାମଲାର ସିବିଆଇ (CBI) ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।ବ୍ୟକ୍ତିଗତ ଆବଶ୍ୟକତା ପାଇଁ ତ୍ଵିଶାଙ୍କୁ ଟଙ୍କା ମିଳୁନଥିଲା

ଅଭିଯୋଗରେ କୁହାଯାଇଛି ଯେ ବିବାହ ପରେ ତ୍ଵିଶାଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁ ଯୌତୁକ ପାଇଁ ନିରନ୍ତର ଗାଳି ଦେଉଥିଲେ । ବିବାହ ପାଇଁ ତ୍ଵିଶାଙ୍କ ପରିବାର ଦ୍ୱାରା ହୋଇଥିବା ଖର୍ଚ୍ଚ ସେମାନଙ୍କ ଆଶା ଅନୁଯାୟୀ ନଥିଲା ବୋଲି ଶାଶୁ କହିଥିଲେ । ଏଫଆଇଆରରେ ଏହା ମଧ୍ୟ କୁହାଯାଇଛି ଯେ ବିବାହ ପରେ ତ୍ଵିଶାଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଟଙ୍କା ଦେଉନଥିଲେ । ଫଳରେ ତ୍ଵିଶାଙ୍କ ବାପା ଅନଲାଇନରେ ଝିଅକୁ ଟଙ୍କା ପଠାଇବାକୁ ବାଧ୍ୟ ହେଉଥିଲେ ।

ସଲମାନଙ୍କ ନୂଆ ଧମାକା

ମନୋରଞ୍ଜନ

ସଲମାନଙ୍କ ନୂଆ ଧମାକା

ଏକ ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ଫିଲ୍ମର ସଙ୍ଗୀତ ପାଇଁ ଅନିରୁଦ୍ଧ ରବିଚନ୍ଦର ଏବଂ ଏସ୍. ଥମନଙ୍କୁ ସାମିଲ କରିବାକୁ ଯୋଜନା କରୁଛନ୍ତି।ଯଦି...

ରଣବୀର କପୁର ଓ ଯଶ ଙ୍କ ଅଭିନୟ ରାମାୟଣ ଫିଲ୍ମ ୨୦୨୬ ଦୀପାବଳି ପୂର୍ବରୁ ରିଳିଜ ହବାର  ସମ୍ଭାବନା ଅଛି ବୋଲି ଜଣାପଡିଛି

ମନୋରଞ୍ଜନ

ରଣବୀର କପୁର ଓ ଯଶ ଙ୍କ ଅଭିନୟ ରାମାୟଣ ଫିଲ୍ମ ୨୦୨୬ ଦୀପାବଳି ପୂର୍ବରୁ ରିଳିଜ ହବାର ସମ୍ଭାବନା ଅଛି ବୋଲି ଜଣାପଡିଛି

ଯେବେଠାରୁ ମହତ୍ତ୍ୱାକାଂକ୍ଷୀ ପୌରାଣିକ ଗାଥା ରାମାୟଣର ପ୍ରଥମ ଝଲକ ଚର୍ଚ୍ଚାରେ ରହିଛି, ସେବେଠାରୁ ଫିଲ୍ମକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି।...

ହିମାଳୟରେ ଧ୍ୟାନ କରୁଛନ୍ତି ବାବା

ମନୋରଞ୍ଜନ

ହିମାଳୟରେ ଧ୍ୟାନ କରୁଛନ୍ତି ବାବା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆଣ୍ଠୁ ଗୋପାଳଙ୍କ ଏ କି ରୂପ ? ଏତେ କାଣ୍ଡ କରିବା ପରେ ଏବେ ସାଜିଛନ୍ତି ସାଧୁ । ହାତଯୋଡ଼ି, ଆଖି ବନ୍ଦ କରି କ...

ପରଦାକୁ ଆସୁଛି 'ବିନ୍ଦୁସାଗର'

ମନୋରଞ୍ଜନ

ପରଦାକୁ ଆସୁଛି 'ବିନ୍ଦୁସାଗର'

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି : ବଦଳିଛୁ ଓଲିଉଡ । ଆଉ ବଦଳୁଛି ଚଳଚିତ୍ରର ଢଙ୍ଗ । କେବଳ ମନୋରଞ୍ଜନ ପାଇଁ ନୁହଁ ମୌଳିକ କାହାଣୀ ସହ ପରଦାକୁ ଆସ...

ବିଦାୟ ଭୋଁସଲେ...

ମନୋରଞ୍ଜନ

ବିଦାୟ ଭୋଁସଲେ...

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ୯୨ ବର୍ଷ ବୟସରେ ବିଦାୟ ନେଲେ ଆଶା ଭୋଁସଲେ। ହିନ୍ଦୀ ସିନେମାରେ ୭ ଦଶନ୍ଧିରୁ ଅଧିକ ସମୟ ଧରି ଲମ୍ବା କ୍ୟାରିଅର...

ବିଦାୟ ନେଲେ ଆଶା ଭୋସଲେ

ମନୋରଞ୍ଜନ

ବିଦାୟ ନେଲେ ଆଶା ଭୋସଲେ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆରପାରିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ପ୍ଲେବ୍ୟାକ୍ ଗାୟିକା ଆଶା ଭୋସଲେ | ପ୍ଲେ ବ୍ୟାକ୍ ଗାୟିକା ଆଶା ଭୋସଲେ...

ପୁଣି ଚର୍ଚ୍ଚାରେ ଆଇଆଇଟି ବାବା

ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ଆଇଆଇଟି ବାବା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: 2025 କୁମ୍ଭମେଳା ଅନେକ ଜଣଙ୍କୁ ରାତାରାତି ନୂତନ ପରିଚୟ ଦେଇଛି। ତା ମଧ୍ୟରୁ ଜଣେ ହେଉଛନ୍ତି ଆଇଆଇଟି ବାବା ଅଭ...

ଆରପାରିରେ ରବି ସ୍ୱାଇଁ

ମନୋରଞ୍ଜନ

ଆରପାରିରେ ରବି ସ୍ୱାଇଁ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ । ତାଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ଦିନ ଧ...

ଦୁଇ ରୁ ତିନି ହେବେ ରଶ୍ମିକା-ବିଜୟ

ମନୋରଞ୍ଜନ

ଦୁଇ ରୁ ତିନି ହେବେ ରଶ୍ମିକା-ବିଜୟ

ସମସ୍ତ ଭିରୋଶ ପ୍ରେମୀଙ୍କ ପାଇଁ ଖୁସି ଖବର । ବିବାହର ମାସକ ପରେ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର । ଦୁଇ ରୁ ତିନି ହେବାକୁ ଯାଉଛନ୍ତି ଅଭିନେତ୍ରୀ...

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved