📞 +91 9583789855 📧 info@asmitatv.in
Asmita TV Logo

ସଂସ୍କୃତି

ଆସୁଛି ରଥଯାତ୍ରା ଜାଗା ରଥ ହେଲା ସଜ

ଯଥେଷ୍ଟ ପୂର୍ବରୁ ସରିଛି ଅଖ ଚକ ଡେରା ନୀତି। ଶୀତଳ ଷଷ୍ଠୀରେ ପ୍ରାୟ ସମସ୍ତ ଚକ ଅଖ ଡେରା ହେଉଥୁବା ବେଳେ ଏଥର ଆଗୁଆ ହୋଇଛି। ତେବେ ଭଉଁରୀ ଦିନ ତିନି ରଥର ନାହାକା ଚକ ଅଖ ଡେରା ସରିଥିବା ବେଳେ ଆଜି ୧୮ଟି ଅଖରେ ୩୬ଟି ଚକ ସଂଯୋଗ ହୋଇ ହରିବୋଲ ପକାଇଛନ୍ତି ଭୋଇ ସେବକ। ତେବ...

ଆସୁଛି ରଥଯାତ୍ରା ଜାଗା ରଥ ହେଲା ସଜ
ଆସୁଛି ରଥଯାତ୍ରା ଜାଗା ରଥ ହେଲା ସଜ

ଯଥେଷ୍ଟ ପୂର୍ବରୁ ସରିଛି ଅଖ ଚକ ଡେରା ନୀତି। ଶୀତଳ ଷଷ୍ଠୀରେ ପ୍ରାୟ ସମସ୍ତ ଚକ ଅଖ ଡେରା ହେଉଥୁବା ବେଳେ ଏଥର ଆଗୁଆ ହୋଇଛି। ତେବେ ଭଉଁରୀ ଦିନ ତିନି ରଥର ନାହାକା ଚକ ଅଖ ଡେରା ସରିଥିବା ବେଳେ ଆଜି ୧୮ଟି ଅଖରେ ୩୬ଟି ଚକ ସଂଯୋଗ ହୋଇ ହରିବୋଲ ପକାଇଛନ୍ତି ଭୋଇ ସେବକ। ତେବେ ପ୍ରଥମେ ତାଳଧ୍ଵଜ ରଥର ବାକି ୬ଟି ଅଖରେ ୧୨ଟି ଚକ, ସେହିପରି ନନ୍ଦିଘୋଷରେ ବାକି ୭ଟି ଅଖରେ୧୪ଟି ଚକ ଓ ଦେବ ଦଳନ ରେ ୫ଟି ଅଖରେ ୧୦ଟି ଚକ ସଂଯୋଗ କରି ଚକ ଅଖ ଡେରା ନୀତି ସରିଛି। ଏହାପରେ କଳଷା ତା ପରେ ବନ୍ଧ ଦିଆହୋଇ ଲାଗିବ ଦଣ୍ଡା। ତା ପରେ ଲାଗିବ ମେଂଢ଼ୀ। ତେବେ ଦ୍ରୁତ ଗତିରେ ଆଗେଇ ଚାଲିଛି ବିଶ୍ୱ ନିଅନ୍ତାଙ୍କ ରଥନିର୍ମାଣ କାର୍ଯ୍ୟ ।୪୧ ଦିନରେ ଚଳଚଞ୍ଚଳ ରଥଖଳା ।ବିଭିନ୍ନ ବର୍ଗର ୨୦୫ ସେବକ କରୁଛନ୍ତି ନିର୍ମାଣ କାର୍ଯ୍ୟ।ସମାନ୍ତରାଳ ଭାବରେ ତିନି ରଥର ଚାଳି ରେ ଜାରି ରହିଛି କାର୍ଯ୍ୟ ।ଭଉଁରୀ ତିଥିରେ ହୋଇଥିଲା ଚକ ଅଖ ଡେରା ନୀତି ।ସମସ୍ତ ରଥର ଗୋଟିଏ ଲେଖାଏଁ ଅଖ ଓ ଦୁଇଟି ଲେଖାଏଁ ଚକ ଡେରା ହୋଇଥିଲା।ଆଜି ଅନ୍ୟ ସମସ୍ତ ଅଖ - ଚକ ଡେରା ସମ୍ପନ୍ନ ହୋଇଛି ।ତିନିରଥର  42 ଚକ - 21 ଅଖ ର ସଂଯୋଗ ହୋଇଛି 

ଆଜି ଛେନାପୋଡ଼ ଦିବସ

ସଂସ୍କୃତି

ଆଜି ଛେନାପୋଡ଼ ଦିବସ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆଜି ଛେନାପୋଡ଼ ଦିବସ। ଛେନାପୋଡ଼ ଦିବସ ଅବସରରେ ଆରମ୍ଭ ହେଲା ଶୋଭାଯାତ୍ରା। ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମି...

କାହିଁକି ପାଳନ ହୁଏ ଗୁଡ୍ ଫ୍ରାଇଡେ

ସଂସ୍କୃତି

କାହିଁକି ପାଳନ ହୁଏ ଗୁଡ୍ ଫ୍ରାଇଡେ

ଗୁଡ୍ ଫ୍ରାଇଡେ ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ପାଇଁ ଏକ ପବିତ୍ର ଦିନ, ଯାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନକୁ ସ୍ମରଣ କରି ପାଳନ କରାଯାଏ। ଏହି...

ରହସ୍ୟରେ ଭରପୂର କାମାକ୍ଷା ମନ୍ଦିର

ସଂସ୍କୃତି

ରହସ୍ୟରେ ଭରପୂର କାମାକ୍ଷା ମନ୍ଦିର

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି:ଗୌହାଟୀର ନୀଳାଚଳ ପର୍ବତରେ ଅବସ୍ଥିତ ‘କାମାକ୍ଷା ମନ୍ଦିର’, ଯାହା ଅନ୍ୟ ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି...

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved