📞 +91 9583789855 📧 info@asmitatv.in
Asmita TV Logo

ରାଜନୀତି

ରାଜ୍ୟ କାର୍ଯ୍ୟାଳୟରେ ସମବାୟବିତ୍‌ଙ୍କ ମହାମିଶ୍ରଣ

ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ଆଜି ଆନୁଷ୍ଠାନି...

ରାଜ୍ୟ କାର୍ଯ୍ୟାଳୟରେ ସମବାୟବିତ୍‌ଙ୍କ ମହାମିଶ୍ରଣ
ରାଜ୍ୟ କାର୍ଯ୍ୟାଳୟରେ ସମବାୟବିତ୍‌ଙ୍କ ମହାମିଶ୍ରଣ

ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ (ଓଏସ୍‌ସିବି)ର ଅଧ୍ୟକ୍ଷ ଶ୍ରୀ ଟି.ପ୍ରସାଦ ରାଓ ଡୋରା, ରାଜ୍ୟ ସମବାୟ ସଂଘ (ଓଏସସିୟୁ) ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡଙ୍ଗୀ, ଅର୍ବାନ ବ୍ୟାଂକ ଫେଡେରେସନ ସଭାପତି ମହେନ୍ଦ୍ର କୁମାର ନାୟକ, ଓଡିଶା ମହିଳା ବିକାଶ ସମବାୟ ନିଗମ ଲିମିଟେଡ୍ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ ଓ ଉପାଧ୍ୟକ୍ଷା ସୁଷମା ଦାସ, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଉତ୍କଳିକା ସଭାପତି ଶ୍ରୀମତୀ ଦେବସ୍ମିତା ସାହୁ, ଫିସଫେଡ ଅଧକ୍ଷ ଶ୍ରୀମତୀ ସସ୍ମିତା ରାଉତ, ଓପୋଲଫେଡ ଅଧ୍ୟକ୍ଷ ଭୋଳେଶ୍ୱର ସ୍ୱାଇଁ, ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଓ ଉପସଭାପତି ସୁନିତା ବରାଳ, ଟିଡିସିସି ଅଧ୍ୟକ୍ଷ ଚମେଲି ଓରାମ, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ ଅଧ୍ୟକ୍ଷ ପ୍ରମୋଦ କୁମାର ସାମନ୍ତରାୟ, ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଂକର ପୂର୍ବତନ ଅଧ୍ୟକ୍ଷ ବିଭୁଦେନ୍ଦୁ ପଟ୍ଟନାୟକ, ଖୋର୍ଦ୍ଧା ସେଂଟ୍ରାଲ କୋଅପରେଟିଭ ବ୍ୟାଂକର ଉପସଭାପତି ଜୟଶ୍ରୀ ଗଡନାୟକ, ବ୍ରହ୍ମପୁର କେନ୍ଦ୍ରୀୟ କୋଅପରେଟିଭ ବ୍ୟାଂକ ସଭାପତି ଶିବରାମ ପାତ୍ର, ବୈାଦ୍ଧ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଂକ ସଭାପତି ଅରୁଣ ପ୍ରଧାନ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସମବାୟ ସଂସ୍ଥାର ଅଧ୍ୟକ୍ଷ ରାଜେଶ ମହାନ୍ତି, ଭୁବନେଶ୍ୱର କୋଅପରେଟିଭ ସୁପର ବଜାରର ସଭାପତି ସସ୍ମିତା ମହାନ୍ତି, ସ୍ୱୟଂଶ୍ରୀ ମହିଳା ସମିତି ଅଧ୍ୟକ୍ଷା ପୂର୍ଣ୍ଣିମା ସିଂହ, ମହିଳା ବିକାଶ ସମବାୟ ନିଗମ ନିର୍ଦ୍ଦେଶକ କଲ୍ୟାଣୀ ସ୍ୱାଇଁ ପ୍ରମୁଖଙ୍କ ସମେତ ଓଏସ୍‌୍‌ସିବି, ଓପୋଲଫେଡ, ଓମଫେଡ, ଉତ୍କଳିକା, ବୟନିକା, ମହିଳା ବିକାଶ ସମବାୟ ନିଗମ, ରାଜ୍ୟ ସମବାୟ ସଂଘ, ସ୍ୱୟଂଶ୍ରୀ ମହିଳା ସମିତି,  ଯାଜପୁର ହାଉସ ବିଲ୍ଡିଂ, କନକଦୁର୍ଗା ମହିଳା କୋଅପରେଟିଭ ସୋସାଇଟି, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ, ବ୍ରହ୍ମପୁର ସିସିବି, ବିଭିନ୍ନ କୃଷିଭିତିକ ସମବାୟ ସଂସ୍ଥାର ଶତାଧିକ ନିର୍ଦ୍ଦେଶକବୃନ୍ଦ ଏବଂ ସଦସ୍ୟମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ଭୁବନେଶ୍ୱର କୋଅପରେଟିଭ ସୁପର ବଜାର, କ୍ୟାପଟାଲ କୋଅପରେଟିଭ ହାଉସିଂ ସଂସ୍ଥା, ରିଜିଓନାଲ କୋଅପରେଟିଭ ମାର୍କେଟିଂ ସୋସାଇଟିର ଶତାଧିକ ସଦସ୍ୟମାନେ ବିଜେପିରେ ଯୋଗଦାନ କରିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । 

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା

ରାଜନୀତି

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା

ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ECI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଦେବା ପରେ ଓଡ଼ିଶାରେ ରାଜ୍...

ନନ୍ଦୀଗ୍ରାମ ପରେ ଏବେ ଭବାନୀପୁର! ମମତାଙ୍କ ଘରେ ପଶି ଶୁଭେନ୍ଦୁ କଲେ ସର୍ଜିକାଲ୍ ଷ୍ଟ୍ରାଇକ୍!

ରାଜନୀତି

ନନ୍ଦୀଗ୍ରାମ ପରେ ଏବେ ଭବାନୀପୁର! ମମତାଙ୍କ ଘରେ ପଶି ଶୁଭେନ୍ଦୁ କଲେ ସର୍ଜିକାଲ୍ ଷ୍ଟ୍ରାଇକ୍!

ପଶ୍ଚିମବଙ୍ଗ ରାଜନୀତି ସର୍ବଦା ସରଗରମ ରହିଥାଏ । କାରଣ ନିର୍ବାଚନ ଶେଷ ହୋଇ ମୁଖ୍ୟମନ୍ତ୍ରୀ ବଛା ସରିଲେଣି ତଥାପି ରାଜନୀତି ସରଗରମ୍ ରିହିଛି । ବି...

ତାମିଲନାଡ଼ୁରେ ରାଜନୈତିକ ଭୂକମ୍ପ! ୬ ମାସରେ ଉଡ଼ିଯିବ 'ଥାଲାପଥୀ'ଙ୍କ ଗାଦି?

ରାଜନୀତି

ତାମିଲନାଡ଼ୁରେ ରାଜନୈତିକ ଭୂକମ୍ପ! ୬ ମାସରେ ଉଡ଼ିଯିବ 'ଥାଲାପଥୀ'ଙ୍କ ଗାଦି?

ତାମିଲନାଡ଼ୁରେ ବେଶୀ ଦିନ ତିଷ୍ଠିବନି ବିଜୟଙ୍କ ସରକାର । ବର୍ଷେ ରହିବା କଷ୍ଟ ହୋଇ ପଡ଼ିବ । ମାତ୍ର ୬ ମାସ ମଧ୍ୟରେ ଭାଙ୍ଗିଯିବ ବିଜୟଙ୍କ ସରକାର...

ସତ ହେଲା ଭବିଷ୍ୟବାଣୀ; ୮ ବର୍ଷ ପୂର୍ବରୁ ବିଜୟ ସରକାର declare ହୋଇଥିଲା

ରାଜନୀତି

ସତ ହେଲା ଭବିଷ୍ୟବାଣୀ; ୮ ବର୍ଷ ପୂର୍ବରୁ ବିଜୟ ସରକାର declare ହୋଇଥିଲା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି:୨୦୨୬ ତାମିଲନାଡୁ ନିର୍ବାଚନରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥାଲାପତି ବିଜୟଙ୍କ ବିଜୟ ପରେ ସୋସିଆଲ ମିଡିଆରେ ବି...

ସୀମା ନିର୍ଦ୍ଧାରଣ ପ୍ରସଙ୍ଗ: ଓଡ଼ିଶାର କ୍ଷତି ହେବା ନେଇ ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି

ରାଜନୀତି

ସୀମା ନିର୍ଦ୍ଧାରଣ ପ୍ରସଙ୍ଗ: ଓଡ଼ିଶାର କ୍ଷତି ହେବା ନେଇ ନବୀନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: 'ସୀମା ନିର୍ଦ୍ଧାରଣ ବିଲ୍ ରୁ ମହିଳା କୋଟାକୁ ଅଲଗା କରିବା ପାଇଁ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଶାର ସାଂସଦଙ୍କୁ...

"ମହିଳାଙ୍କୁ ୩୩% ସଂରକ୍ଷଣ: ଶକ୍ତିକରଣ ନା  ରାଜନୀତିକ ମାଷ୍ଟରଷ୍ଟ୍ରୋକ?"

ରାଜନୀତି

"ମହିଳାଙ୍କୁ ୩୩% ସଂରକ୍ଷଣ: ଶକ୍ତିକରଣ ନା ରାଜନୀତିକ ମାଷ୍ଟରଷ୍ଟ୍ରୋକ?"

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆଜି ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ବଡ଼ ଦିନ। ୨୦୨୬ ଏପ୍ରିଲ ୧୬, ଏହି ଦିନକୁ କେହି କହୁଛନ୍ତି ଐତିହାସିକ,...

ଜଙ୍ଗଲ ବିଭାଗର ଥାର ଗାଡ଼ି କିଣା ଦୁର୍ନୀତିରେ ବଡ଼ କାର୍ଯ୍ୟନୁଷ୍ଠାନ

ରାଜନୀତି

ଜଙ୍ଗଲ ବିଭାଗର ଥାର ଗାଡ଼ି କିଣା ଦୁର୍ନୀତିରେ ବଡ଼ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଜଙ୍ଗଲ ବିଭାଗର ଥାର୍‌ ଗାଡ଼ି କିଣାରେ ଦୁର୍ନୀତି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନିଶ୍ଚିତ। ଜଙ୍ଗଲ ବିଭ...

ଐତିହାସିକ ଅଧିବେଶନ

ରାଜନୀତି

ଐତିହାସିକ ଅଧିବେଶନ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଆଜିଠାରୁ ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ। ବିଧାନସଭା ସିଟ ସଂଖ୍...

ବିହାରରେ ସମ୍ରାଟ ସରକାର

ରାଜନୀତି

ବିହାରରେ ସମ୍ରାଟ ସରକାର

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଶପଥ ନେଲେ ସମ୍ରାଟ। ବିହାରରେ ସମ୍ରାଟ ସରକାର। ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧରୀ। ବିହ...

ଆସନ ସଂରକ୍ଷଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି

ରାଜନୀତି

ଆସନ ସଂରକ୍ଷଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ଚିଠି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ୨୦୨୭...

ଆସାମ, କେରଳମ୍ ଏବଂ ପୁଡୁଚେରୀରେ ଗୋଟିଏ ପର୍ୟ୍ୟାୟରେ ମତଦାନ ହୋଇଛି

ରାଜନୀତି

ଆସାମ, କେରଳମ୍ ଏବଂ ପୁଡୁଚେରୀରେ ଗୋଟିଏ ପର୍ୟ୍ୟାୟରେ ମତଦାନ ହୋଇଛି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଦୁଇ ରାଜ୍ୟ ଓ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଆସାମ, କେରଳମ୍ ଏବଂ ପୁ...

ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

ରାଜନୀତି

ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଗତକାଲ...

୭୫୦ କୋଟି ଟଙ୍କା ବିନିଯୋଗରେ ବୃହତ୍ ଆପାରେଲ୍ ୟୁନିଟ୍, ୫,୮୦୦ ନିଯୁକ୍ତି ସୃଷ୍ଟି

ରାଜନୀତି

୭୫୦ କୋଟି ଟଙ୍କା ବିନିଯୋଗରେ ବୃହତ୍ ଆପାରେଲ୍ ୟୁନିଟ୍, ୫,୮୦୦ ନିଯୁକ୍ତି ସୃଷ୍ଟି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ବ୍ୟାପକ ଶିଳ୍ପାୟନ ଯୋଗୁଁ ଆଗାମୀ ଦିନରେ ଓଡ଼ିଶାରେ ନିଯୁକ୍ତି ପାଇଁ ଆଉ ମାଇଗ୍ରେସନ୍ ନ ହୋଇ, ରିଭର୍ସ ମାଇଗ୍ରେ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

ରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ତିନି ପ୍ରସଙ୍ଗକୁ ନେଇ କରିଛ...

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ଯାଜପୁର ବିଧାୟକ ଓ ନେତୃବୃନ୍ଦ

ରାଜନୀତି

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ଯାଜପୁର ବିଧାୟକ ଓ ନେତୃବୃନ୍ଦ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଯାଜପୁର ଜିଲ୍ଲା ବିଜୁ ଜନତା ଦଳ ର ବିଧାୟକ ଗଣ ତଥା ନେତୃବୃନ୍ଦ ଆଜି ସକାଳେ ନବୀନ ନିବାସ ରେ ବିଜେଡି ସଭାପତି...

ରାଜନୈତିକ ଚକ୍ରବ୍ୟୁହ ଭେଦିଲେ ରାଘବ

ରାଜନୀତି

ରାଜନୈତିକ ଚକ୍ରବ୍ୟୁହ ଭେଦିଲେ ରାଘବ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରାଜନୀତିର ପାଣିପାଗ ଏବେ ବେଶ୍ ଗରମ! ଦିନେ ଯେଉଁମାନେ କନ୍ଧକୁ କାନ୍ଧ ମିଳାଇ ଲଢୁଥିଲେ, ଆଜି ସେମାନେ ମୁହାଁମୁ...

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

ରାଜନୀତି

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ରାଜ୍ୟ ସରକାର ବାତିଲ କରିବା ନିଷ୍ପତ୍ତିକୁ ନେ...

ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

ରାଜନୀତି

ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ଓ ଅଧ୍ୟାପକ ମରୁଡି ସ୍ଥିତି ଜାରି ରହିଥିବାକୁ ନେଇ, ଆଜି...

ଶପଥ ଗ୍ରହଣ କଲେ ମାନମୋହନ ସାମଲ

ରାଜନୀତି

ଶପଥ ଗ୍ରହଣ କଲେ ମାନମୋହନ ସାମଲ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭ: ଆଜି ରାଜ୍ୟସଭାରେ ସାଂସଦ ରୂପେ ଶପଥ ଗ୍ରହଣ କରିଛନ୍ତି ସାଂସଦ ମାନମୋହନ ସାମଲ ।ରାଜ୍ୟସଭା ସଂସଦ ଭବନରେ ଓଡ଼ିଶାର...

ଅତିରିକ୍ତ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ଭେଟିଲେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ

ରାଜନୀତି

ଅତିରିକ୍ତ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ଭେଟିଲେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ

ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅତିରିକ୍ତ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସ...

ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର

ରାଜନୀତି

ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର

ବିଜୁ ପଟ୍ଟନାୟକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସାଂସଦ ସସ୍ମିତ ପାତ୍ର । ସେ ରାଜ୍ୟସଭାର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି...

ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ରାଜନୀତି

ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ

ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ ଆଲୋଚନାରେ ରହିବେ ରାଜ୍ୟର ସମସ୍ତ ରାଜ୍ୟପାଳ ସନ୍ଧ୍ୟାରେ ଲୋକସେବା ଭବନରେ ବସିବ ବୈଠକ ଭିସି ମାଧ୍ୟମରେ କରାଯ...

ଗୁଳି ଫୁଟାଇବା ପଡ଼ିଲା ମହଙ୍ଗା

ରାଜନୀତି

ଗୁଳି ଫୁଟାଇବା ପଡ଼ିଲା ମହଙ୍ଗା

ବିଧାୟକଙ୍କର ଏ କି ରୂପ ? ପବନରେ କାହିଁକି ଚଳାଇଲେ ଗୁଳି? କିଏ ଦେଲା ତାଙ୍କୁ ଅଧିକାର? ନାହିଁ କି ଡର, ଭୟ,ଖାତିର? ଗୁଳି ଫୁଟାଇ ଏବେ ବିବାଦରେ ବ...

PNG ସଂଯୋଗ ବୃଦ୍ଧି ପାଇଁ ଦିଆଯାଇଛି ମନ୍ତ୍ରୀ  ; ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ପଡ଼ିବ ନାହିଁ

ରାଜନୀତି

PNG ସଂଯୋଗ ବୃଦ୍ଧି ପାଇଁ ଦିଆଯାଇଛି ମନ୍ତ୍ରୀ ; ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ପଡ଼ିବ ନାହିଁ

ନଗର ଅଞ୍ଚଳରେ PNG ସଂଯୋଗ ବୃଦ୍ଧି କିପରି ଶୀଘ୍ର ହୋଇପାରିବ ଟାର୍ଗେଟ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ଭୁବନେଶ୍ୱର, କଟକ ଭଳି ସହରରେ PNG ସଂ...

ଏସ୍‌ସିବି ଆଇସିୟୁ ଅଗ୍ନିକାଣ୍ଡ ତଦନ୍ତ ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର

Asmita TV

ଏସ୍‌ସିବି ଆଇସିୟୁ ଅଗ୍ନିକାଣ୍ଡ ତଦନ୍ତ ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର

ଏସ୍‌ସିବି ଆଇସିୟୁ ଅଗ୍ନିକାଣ୍ଡ ଘଟଣାର ହେବ ନ୍ୟାୟିକ ତଦନ୍ତ । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ...

ବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛି ବିଜେଡି

ରାଜନୀତି

ବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛି ବିଜେଡି

ବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛି ବିଜେଡି। ସାରା ରାଜ୍ୟରେ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ପାକିସ୍ତ...

ପୁଣି ଚର୍ଚାରେ ଗିରିଶ ମୂର୍ମୁ

ରାଜନୀତି

ପୁଣି ଚର୍ଚାରେ ଗିରିଶ ମୂର୍ମୁ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି:ରାଜ୍ୟରେ ପୁଣି ଏକ ବଡ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । କେବଳ ମନ୍ତ୍ରୂ ମଣ୍ଡଲ ସଂପ୍ରସାରଣ ନୁହେଁ ଏଥର ମୁଖ୍ୟ...

ବିବାଦରେ ଲେଖାଶ୍ରୀ

ରାଜନୀତି

ବିବାଦରେ ଲେଖାଶ୍ରୀ

ପୁଣି ବିବାଦରେ ଛନ୍ଦି ହେଲେ ବିଜେଡି ମହିଳା ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସଂସ୍କୃତି ଓ କ...

ରାଘବ ଚଢାଙ୍କୁ ବଡ଼ ଝଟକା

ରାଜନୀତି

ରାଘବ ଚଢାଙ୍କୁ ବଡ଼ ଝଟକା

ଆମ ଆଦମୀ ପାର୍ଟି ରାଜ୍ୟସଭା ଉପନେତା ପଦରୁ ରାଘବ ଚଢାଙ୍କୁ ବଡ଼ ଝଟ୍‌କା ଦେଇଛି। ଆଜି ରାଘବଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇବାକୁ ଆପ୍ ଦଳ ସଚ...

ଏସ୍‌ସିବି ଅଗ୍ନିକାଣ୍ଡ ମୃତକଙ୍କୁ ନ୍ୟାୟ ଦାବିରେ ମିଳିତ ବିରୋଧି ଦଳର ବିକ୍ଷୋଭ ପ୍ରଦର୍ଶନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

ରାଜନୀତି

ଏସ୍‌ସିବି ଅଗ୍ନିକାଣ୍ଡ ମୃତକଙ୍କୁ ନ୍ୟାୟ ଦାବିରେ ମିଳିତ ବିରୋଧି ଦଳର ବିକ୍ଷୋଭ ପ୍ରଦର୍ଶନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

ଏସ୍‌ସିବି ମେଡିକାଲ କଲେଜରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ରୋଗିଙ୍କ ପୋଡି ହୋଇ ଦାରୁଣ ମୃତ୍ୟୁ ଘଟିଲା । ରାଜନୈତିକ ଅପାରଗତା ଏବଂ ପ୍ରଶାସ...

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved