ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପୁଣି ବିଜେଡିରେ ବଡ଼ ଆକ୍ସନ । ଦଳରୁ ନିଲମ୍ବିତ ହେଲେ `ମଣ୍ଡଳ' ଦମ୍ପତି । ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ସସପେଣ୍ଡ କଲା ବିଜେଡି। ଉଭୟଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ କରାଯାଇଛି । ସସପେଣ୍ଡ ପରେ ଓଟିଭିକୁ ପ୍ରତିକ୍ରିୟା ଦେଇ ମୁକ୍ତିକାନ୍ତ କହିଛନ୍ତି, କାହିଁକି ସସପେଣ୍ଡ୍ କରାଗଲା ତାହା ମୁଁ ଜାଣିନାହିଁ । କେହି ଅସହିଷ୍ଣୁ ବ୍ୟକ୍ତିବିଶେଷ କିଛି ରିପୋର୍ଟ କରିଥାଇ ପାରନ୍ତି ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ମୁକ୍ତିକାନ୍ତ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved