📞 +91 9583789855 📧 info@asmitatv.in
Asmita TV Logo

ପାଣିପାଗ

ଜଗା ସହ ଭିଜିବେ ଭକ୍ତ : ଲଘୁଚାପ ପ୍ରଭାବରେ ୫ ଦିନ ପ୍ରବଳ ବର୍ଷିବ

ରଥଯାତ୍ରାରେ ଭିଜିବ ପୁରା ଓଡିଶା । ଜଗା ସହ ରଥରେ ଭିଜିବେ ପୁରା ଭକ୍ତଗଣ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷ...

ଜଗା ସହ ଭିଜିବେ ଭକ୍ତ : ଲଘୁଚାପ ପ୍ରଭାବରେ ୫ ଦିନ ପ୍ରବଳ ବର୍ଷିବ
ଜଗା ସହ ଭିଜିବେ ଭକ୍ତ : ଲଘୁଚାପ ପ୍ରଭାବରେ ୫ ଦିନ ପ୍ରବଳ ବର୍ଷିବ

ରଥଯାତ୍ରାରେ ଭିଜିବ ପୁରା ଓଡିଶା । ଜଗା ସହ ରଥରେ ଭିଜିବେ ପୁରା ଭକ୍ତଗଣ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ  ଦକ୍ଷିଣ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା  ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା  ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । 

କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି,  ରାୟଗଡ଼ା ଓ ନୟାଗଡ଼ରେ ଅଧିକ ବର୍ଷା ହୋଇପାରେ । ୧୫  ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ  ଭାରି ବର୍ଷା ସମ୍ଭାବନା ଅଛି । ୧୬ ଓ ୧୭ ତାରିଖରେ ବି ଉପକୂଳ  ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । 

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)  ଆକଳନ ଅନୁସାରେ, ଉତ୍ତର ବଙ୍ଗୋପସାଗରରେ  ସୋମବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା  ପ୍ରଭାବରେ ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ଜୁଲାଇ  ୧୪ରୁ ୧୭ ତାରିଖ ଭିତରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର  ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । 


ଆକାଶରୁ ବର୍ଷୁଛି ନିଆଁ

ପାଣିପାଗ

ଆକାଶରୁ ବର୍ଷୁଛି ନିଆଁ

ରାଜ୍ୟରେ ଏବେ ଆକାଶରୁ ବର୍ଷୁଛି ନିଆଁ, ଆଉ ତାତିର ତାଉରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ଅସହ୍ୟ...

ଆସୁଛି ଲଘୁଚାପ, ଭିଜିବ ସାରା ଓଡ଼ିଶା ୧୧ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା

ପାଣିପାଗ

ଆସୁଛି ଲଘୁଚାପ, ଭିଜିବ ସାରା ଓଡ଼ିଶା ୧୧ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା

ଗ୍ରୀଷ୍ମର ଡହ ଡହ ତାତି ରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଆସନ୍ତାକାଲି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃ...

କଲବଲ କରୁଛି ତାତି

ପାଣିପାଗ

କଲବଲ କରୁଛି ତାତି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଓଡ଼ିଶାର ଆକାଶ ତଳେ ଏବେ ଯେଉଁ ପରିସ୍ଥିତି ଦେଖାଯାଉଛି, ସେହିଟା ସାଧାରଣ ଗ୍ରୀଷ୍ମ ନୁହେଁ, ଏହା ମଣିଷଙ୍କ ସହି...

ଗ୍ରୀଷ୍ମ ପ୍ରବାହରେ ଜଳିବ ଓଡ଼ିଶା

ପାଣିପାଗ

ଗ୍ରୀଷ୍ମ ପ୍ରବାହରେ ଜଳିବ ଓଡ଼ିଶା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆଜିଠୁ ବଢିବ ତାତି । ରାଜ୍ୟରେ ଅସହ୍ୟ ହେବ ତାତି: ୧୯ ଯାଏଁ ନିସ୍ତାର ନାହିଁ। ତାପମାତ୍ରା ୪ ରୁ ୬ ଡିଗ୍ରୀ ପର...

ଖରାରେ ଜଳିବ ଓଡ଼ିଶା

ପାଣିପାଗ

ଖରାରେ ଜଳିବ ଓଡ଼ିଶା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଭୟଙ୍କର କାଳବୈଶାଖୀ ତାଣ୍ଡବ ପରେ ପୁଣି ଜଳିବ ଓଡ଼ିଶା । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ଗରମରେ ଜଳିବେ ରାଜ୍ୟବାସୀ...

ଦୁଇ ଦିନ ପାଇଁ ସତର୍କତା ଜାରି

ପାଣିପାଗ

ଦୁଇ ଦିନ ପାଇଁ ସତର୍କତା ଜାରି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ତାଣ୍ଡବ । ଆହୁରି 2 ଦିନ ଜାରି ରହିବ କାଳବୈଶାଖୀ ଝଡ଼। ଦୁଇ ଦିନ ପାଇଁ ସତର...

ଦୁଇ ଦିନ ପାଇଁ ସତର୍କତା ଜାରି

ପାଣିପାଗ

ଦୁଇ ଦିନ ପାଇଁ ସତର୍କତା ଜାରି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ତାଣ୍ଡବ । ଆହୁରି 2 ଦିନ ଜାରି ରହିବ କାଳବୈଶାଖୀ ଝଡ଼। ଦୁଇ ଦିନ ପାଇଁ ସତର...

ମାଡ଼ି ଆସୁଛି କାଳବୈଶାଖୀ ବର୍ଷା

ପାଣିପାଗ

ମାଡ଼ି ଆସୁଛି କାଳବୈଶାଖୀ ବର୍ଷା

ସକାଳେ ଜଳାଉଛି ଆଉ ସନ୍ଧ୍ୟାରେ ଭିଯାଉଛି । ହଠାତ ହଠାତ ବଦଳୁଛି ପାଗର ମିଜାଜ୍। ଆଜି କଳାହାଣ୍ଡି, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରପୁଟ ଜି...

ତିନି ଯାଏଁ ଜାରି ରହିବ ଝଡ଼ବର୍ଷା

ପାଣିପାଗ

ତିନି ଯାଏଁ ଜାରି ରହିବ ଝଡ଼ବର୍ଷା

ଆସନ୍ତା ତିନି ଯାଏଁ ଜାରି ରହିବ ଝଡ଼ବର୍ଷା। ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ବହିବ ପବନ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ପୂର୍ବାନୁମାନ ।...

୫ ଜିଲ୍ଲାରେ ଝଡ଼ବର୍ଷା

ପାଣିପାଗ

୫ ଜିଲ୍ଲାରେ ଝଡ଼ବର୍ଷା

ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ଜୀବନ । ଏହା ମଧ୍ୟରେ ଆଶ୍ୱସ୍ତି ଆଣୁଛି ବର୍ଷା। ଆସନ୍ତା ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ...

ଦିନରେ ତାତି ରାତିରେ ଭିଜୁଛି ଓଡିଶା

ପାଣିପାଗ

ଦିନରେ ତାତି ରାତିରେ ଭିଜୁଛି ଓଡିଶା

ପୁଣି ରାଜ୍ୟରେ ଦିନ ତାପମାତ୍ରା ଉପରମୁହାଁ ହୋଇଛି । ଆଗକୁ ତାତି ଆହୁରି ବଢ଼ିପାରେ। ଡହଡହ ଖରାକୁ ଝାଞ୍ଜି ମାଡ଼ । ୯ଟି ସ୍ଥାନରେ ୪୦ ଡିଗ୍ରୀ ଡେଇଁଲ...

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved