📞 +91 9583789855 📧 info@asmitatv.in
Asmita TV Logo

ଦେଶବିଦେଶ

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସିଦ୍ଧ ଓ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ସମ୍ପ୍ରତି ସଂସ୍କରଣରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତି ଓ କୃଷିଜାତ ଦ୍ରବ୍ୟ ସ୍ଥାନ ପାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଗ୍ରୀଷ୍ମ ଋତୁରେ ଶରୀରକୁ ସୁ...

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍  ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସିଦ୍ଧ ଓ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ସମ୍ପ୍ରତି ସଂସ୍କରଣରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତି ଓ କୃଷିଜାତ ଦ୍ରବ୍ୟ ସ୍ଥାନ ପାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଗ୍ରୀଷ୍ମ ଋତୁରେ ଶରୀରକୁ ସୁସ୍ଥ, ସତେଜ ଓ ଶୀତଳ ରଖିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଆଦୃତ ପାରମ୍ପରିକ ପାନୀୟ ସମ୍ପର୍କରେ ଚର୍ଚ୍ଚା କରିଥିଲେ। ସେ ଓଡ଼ିଶାର ପ୍ରସିଦ୍ଧ ପାରମ୍ପରିକ ‘ବେଲପଣା’ ଏବଂ  ସୁସ୍ୱାଦୁ ‘ଆମ୍ବ’ର ପ୍ରଶଂସା କରିଛନ୍ତି।ଓଡ଼ିଶାରେ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱାଦ ଓ ଗୁଣବତ୍ତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ:  ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉତ୍ପନ୍ନ ହେଉଥିବା ଉଚ୍ଚକୋଟୀର ଆମ୍ବ ଆଜି କେବଳ ରାଜ୍ୟ ମଧ୍ୟରେ ସୀମିତ ନାହିଁ, ବରଂ ସମଗ୍ର ଦେଶରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି।  ଏହି ଆମ୍ବ ଚାଷ ଓଡ଼ିଶାର ଚାଷୀ ଭାଇମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ ଓ ସମୃଦ୍ଧ କରୁଛି।

ହାତୀର ଗୁଳି ବିଦ୍ଧ ମୃତଦେହ ଉଦ୍ଧାର। ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ତାଳଗଣ୍ଡ ନାଳରୁ

ଦେଶବିଦେଶ

ହାତୀର ଗୁଳି ବିଦ୍ଧ ମୃତଦେହ ଉଦ୍ଧାର। ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ତାଳଗଣ୍ଡ ନାଳରୁ

ଗଞ୍ଜାମ ତାଳଗଣ୍ଡ ନାଳରୁ ୧୦ ବର୍ଷର ହାତୀର ମୃତଦେହ ଉଦ୍ଧାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ବନବିଭାଗ। ଗୋଡରେ ଗୁଳି ବାଜି ସଂକ୍ରମଣ ହୋଇ ମୃତ୍...

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଦେଶବିଦେଶ

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଆଜି ସକାଳୁ ସକାଳୁ ଇଣ୍ଡୋନେସିଆ ଭୟଙ୍କର, ଶକ୍ତିଶାଳୀ ଏବଂ ବିନାଶକାରୀ ଭୂମିକମ୍ପରେ ଥରି ଉଠିଥିଲା। ଇଣ୍ଡୋନେସିଆର ଉତ୍ତର ମାଲୁକୁ ପ୍ରଦେଶରେ ଏକ...

ଲକ୍ଷ୍ମୀ ବସ ଓ ଆମ ବସଷ୍ଟାଣ୍ଡ ଯୋଜନାରେ  ଦୁର୍ନୀତି  , ମନ୍ତ୍ରୀ କହିଲେ ତଦନ୍ତ ହେବ

ଦେଶବିଦେଶ

ଲକ୍ଷ୍ମୀ ବସ ଓ ଆମ ବସଷ୍ଟାଣ୍ଡ ଯୋଜନାରେ ଦୁର୍ନୀତି , ମନ୍ତ୍ରୀ କହିଲେ ତଦନ୍ତ ହେବ

ଗତ ରାଜ୍ୟ ସରକାରଙ୍କ ଅମଳରେ ଲକ୍ଷ୍ମୀ ବସ ଯୋଜନା ଯାହାକି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ ସେବା ଏବଂ ଆମ ବସ୍ ଷ୍ଟାଣ୍ଡ ଯୋଜନାରେ ଅର୍ଥ ବ୍ୟୟ ଏବଂ...

ଭାରତର ପ୍ରତିରକ୍ଷା ରଣନୀତିକୁ ଆଗକୁ ନେବା ଦିଗରେ ନୂଆ ସିଡିଏସ୍ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ

ଦେଶବିଦେଶ

ଭାରତର ପ୍ରତିରକ୍ଷା ରଣନୀତିକୁ ଆଗକୁ ନେବା ଦିଗରେ ନୂଆ ସିଡିଏସ୍ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ

ଜେନେରାଲ୍ ଏନ୍. ଏସ୍. ରାଜା ସୁବ୍ରମଣି ଦେଶର ନୂତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ( CDS ) ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଭାରତୀୟ ସେନାର ଏହ...

ମଧ୍ୟପ୍ରାଚ୍ୟରେ ପୁଣି ଝଡ ସୃଷ୍ଟି

ଦେଶବିଦେଶ

ମଧ୍ୟପ୍ରାଚ୍ୟରେ ପୁଣି ଝଡ ସୃଷ୍ଟି

ଆମେରିକା ଇରାନର ତୈଳ ବାଣିଜ୍ୟ ଉପରେ ନୂତନ କଟକଣା ଲଗାଇଛି। ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଏହି କଟକଣା ଘୋଷଣା କରି କହିଛନ୍ତି ଯେ ଇରାନୀ...

ଆମେରିକା ପାଇଁ ପୁଣି ଚିନ୍ତାରେ ଭାରତ ?

ଦେଶବିଦେଶ

ଆମେରିକା ପାଇଁ ପୁଣି ଚିନ୍ତାରେ ଭାରତ ?

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ମଧ୍ୟପ୍ରାଚ୍ୟର ଅସ୍ଥିର ପରିସ୍ଥିତି ଏବେ ସମଗ୍ର ବିଶ୍ୱ ଅର୍ଥନୀତିକୁ କମ୍ପିତ କରୁଛି। ସବୁଠାରୁ ବଡ଼ ପ୍ରଭାବ ପ...

ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର

ଦେଶବିଦେଶ

ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଜମ୍ମୁ-କଶ୍ମୀରରେ ଭୂମିକମ୍ପ ଝଟକା। ଆଜି ଭୋର୍ ସମୟରେ ଜମ୍ମୁ-କଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି। କଶ୍ମୀରର ଡୋ...

ଇସଲାମାବାଦରେ ବଡ଼ ବୈଠକ

ଦେଶବିଦେଶ

ଇସଲାମାବାଦରେ ବଡ଼ ବୈଠକ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବଡ଼ ବୈଠକ। ଆଜି ଅପରାହ୍ନରେ ପାକିସ୍ତାନରେ ହେବ ଶାନ୍ତି ଆଲୋଚନା। ପାକିସ୍...

ଭାରତୀୟଙ୍କୁ ଇରାନ ଛାଡ଼ ଆଦେଶ

ଦେଶବିଦେଶ

ଭାରତୀୟଙ୍କୁ ଇରାନ ଛାଡ଼ ଆଦେଶ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆମେରିକା-ଇରାନ ଯୁଦ୍ଧବିରତି ମଧ୍ୟରେ ଭାରତୀୟଙ୍କୁ ଇରାନ ଛାଡ଼ ଆଦେଶ । କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହେଲା...

ରାତି ୮ଟାରେ ସରିବ ଡେଡଲାଇନ

ଦେଶବିଦେଶ

ରାତି ୮ଟାରେ ସରିବ ଡେଡଲାଇନ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆଜି ରାତି ୮ଟାରେ ଡେଡଲାଇନ ଶେଷ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିବ ଇରାନ-ଆମେରିକା ଯୁଦ୍ଧ । ହର୍ମୁଜ ଖୋଲିବ ନ...

ଥରିଲା ଆଫଗାନିସ୍ତାନ

ଦେଶବିଦେଶ

ଥରିଲା ଆଫଗାନିସ୍ତାନ

ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଏହାର ପ୍ରଭାବ ପଡ଼ିଛି ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ। ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ହୋଇଥିବା...

ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ଦେଶବିଦେଶ

ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ଆଜିକୁ ୩୬ ଦିନରେ ପହଞ୍ଚିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । କେହି କାହା ଠାରୁ ହାର ମାନିବାକୁ ନାରାଜ। ଶକ୍ତିରୁ ନେଇ ଅର୍ଥ ପର୍ଯ୍ୟନ୍ତ, ନେଟୱର୍କରୁ ନେଇ...

ପେଟ୍ରୋଲ ପମ୍ପରେ ମିଳିବ କିରୋସିନ

ଦେଶବିଦେଶ

ପେଟ୍ରୋଲ ପମ୍ପରେ ମିଳିବ କିରୋସିନ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି ପୁଣି ବଜାରକୁ ଫେରିଲା କିରୋସିନ LPG ସଙ୍କଟ ମଧ୍ୟରେ ନିୟମ କୋହଳ କଲେ କେନ୍ଦ୍ର ସରକାର ପେଟ୍ରୋଲ ପମ୍ପରେ ମିଳ...

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

ଦେଶବିଦେଶ

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

ହରିୟାଣାର ଗୁରୁଗ୍ରାମ ସ୍ଥିତ CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଅଭୁତପୁର୍ବ ସଫଳ...

ପଶ୍ଚିମ ଏସିଆ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ

ଦେଶବିଦେଶ

ପଶ୍ଚିମ ଏସିଆ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ

ପଶ୍ଚିମ ଏସିଆ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ। ବିଶ୍ୱରେ ଯୁଦ୍ଧ ପାଇଁ ଶକ୍ତି ସଂକଟ ଦେଖା ଦେଇଛି । ପେଟ୍ରୋଲ,ଡିଜେଲ...

ଆମେରିକାକୁ ବୁଦ୍ଧି ଶିଖାଇଲା ଇରାନ

ଦେଶବିଦେଶ

ଆମେରିକାକୁ ବୁଦ୍ଧି ଶିଖାଇଲା ଇରାନ

ମଧ୍ୟପାଚ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏବେ ଶାନ୍ତି ପାଇଁ ଚର୍ଚା । ଖବର ଅନୁସାରେ, ଆମେରିକା ଇରାନ ସହ ଯୁଦ୍ଧକୁ ବନ୍ଦ କରିବା ପାଇଁ କାଳେ ପାକ...

ପୁଣି ଫେରିବ କି ‘ୱାର୍କ ଫ୍ରମ୍ ହୋମ୍

ଦେଶବିଦେଶ

ପୁଣି ଫେରିବ କି ‘ୱାର୍କ ଫ୍ରମ୍ ହୋମ୍

ପୁଣି ଫେରିବ କି ‘ୱାର୍କ ଫ୍ରମ୍ ହୋମ୍? ଉପୁଜିବ କି ଲକଡାଉନ ଭଳି ସ୍ଥିତି?ଭୟଭୀତ ହେଲେଣି ସାଧାରଣ ଲୋକ!ମଧ୍ୟପ୍ରାଚ୍ୟରେ ସାମରିକ ସଂଘର୍ଷ ଓ ହର୍ମୁ...

ଦିଲ୍ଲୀ ବିଧାନସଭାକୁ ବୋମା ଧମକ

ଦେଶବିଦେଶ

ଦିଲ୍ଲୀ ବିଧାନସଭାକୁ ବୋମା ଧମକ

ଦିଲ୍ଲୀ ବିଧାନସଭାକୁ ବୋମା ଧମକ ବଜେଟ୍ ଉପସ୍ଥାପନ ପୂର୍ବରୁ କିଏ ଦେଲା ବୋମା ଧମକ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ...

ମହାକାଶର ଅନ୍ଧକାର ଭିତରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଭୟଙ୍କର ବିପଦ

ଦେଶବିଦେଶ

ମହାକାଶର ଅନ୍ଧକାର ଭିତରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଭୟଙ୍କର ବିପଦ

ମହାକାଶର ଅନ୍ଧକାର ଭିତରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଭୟଙ୍କର ବିପଦ । ଯେତେବେଳେ ସାରା ବିଶ୍ୱ ନିଜ କାମରେ ବ୍ୟସ୍ତ ଅଛି, ସେତିକି ବେଳେ ବ୍...

ରାଗିଗଲେ ଟ୍ରମ୍ପ

ଦେଶବିଦେଶ

ରାଗିଗଲେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ ଶ...

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved