📞 +91 9583789855 📧 info@asmitatv.in
Asmita TV Logo

ପଶ୍ଚିମ ଏସିଆ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ
Mar 24, 2026

ପଶ୍ଚିମ ଏସିଆ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ

ଶ୍ଚିମ ଏସିଆ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ପ୍ରଧାନମନ୍ତ୍ରୀ। ବିଶ୍ୱରେ ଯୁଦ୍ଧ ପାଇଁ ଶକ୍ତି ସଂକଟ ଦେଖା ଦେଇଛି । ପେଟ୍ରୋଲ,ଡିଜେଲ,ଗ୍ୟାସ, ସାର ଯୋଗାଣ ପାଭାବିତ। LPGରୁ PNGକୁ ପରିବର୍ତ୍ତନ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ପୂର୍ବରୁ ୨୭ ଦେଶରୁ ଏନର୍ଜୀ ଆମଦାନୀ ହେଉଥିଲା, ଏବେ ୪୧ ଦେଶରୁ ଆସୁଛି। ଯୁଦ୍ଧ ଆରମ୍ଭ ପରଠାରୁ ୩ ଲକ୍ଷ ୭୫ ହଜାର ଭାରତୀୟ ବିଦେଶରୁ ଫେରିଲେଣି । କେବଳ ଇରାନରୁ ପ୍ରାୟ ୧ ହଜାର ଭାରତୀୟ ଫେରିଲେଣି। ଯୁଦ୍ଧ ଆରମ୍ଭ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ହର୍ମୁଜ ପ୍ରଣାଳୀରେ ଅନେକ ଭାରତୀୟ ଜାହାଜ ଅଟକିଛି। ଅନେକ ଭାରତୀୟ ନାବିକ ଫସି ରହିଛନ୍ତି । ଗଲ୍ଫ ଦେଶମାନଙ୍କ ସହ ଦୁଇ ପର୍ଯ୍ୟାୟରେ କଥାବାର୍ତ୍ତା ସରିଛି । ହର୍ମୁଜ ପ୍ରଣାଳିକୁ ମୁକ୍ତ କରିବା ପାଇଁ ଆଲୋଚନା ହୋଇଛି । ହର୍ମୁଜ ଅବରୋଧ ତଥା ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ। ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇ ଆଣିବାକୁ ପ୍ରଧନମନ୍ତ୍ରୀଙ୍କ ବିଶ୍ୱକୁ ଆହ୍ୱାନ । 


Author : Date:

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved