ପୁଣି ବଢ଼ିଲା LPG ଦର । କେନ୍ଦ୍ର ସରକାର ବଢ଼ାଇଲେ କମର୍ସିୟାଲ LPG ଦର । କମର୍ସିୟାଲ LPG ପିଛା ୧୯୫ ଟଙ୍କା ୫୦ ପଇସା ବୃଦ୍ଧି । ଭୁବନେଶ୍ୱରରେ ୧୯ କେଜି କମର୍ସିୟାଲ LPG ଦର ୨୦୨୯ ଟଙ୍କା । ନୂଆ ଦିଲ୍ଲୀରେ ୧୯ କେଜି କମର୍ସିୟାଲ LPG ଦର ୧୮୮୪ ଟଙ୍କା ୫୦ ପଇସା ବୃଦ୍ଧି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved