ବିଷ ଦେଇ ପୁରା ପରିବାରକୁ କରିଦେଲେ ସଫା ଆଉ ବଦନାମ ହେଲା ତରଭୁଜ ! ହ ଆଜ୍ଞା ଏମିତି କିଛି ରୋଚକିଅ ଘଟଣା ଏବେ ସାମ୍ନା କୁ ଆସିଚି । ତରଭୁଜ ନୁହଁ ବରଂ ବିଷ ଖିଆ ଖାଦ୍ୟ ଖାଇ ଗୋଟେ ଘରେ ରହୁଥିବା ଚାରି ଚାରି ଜଣ ସଦସ୍ୟ ଙ୍କ ମୃତ୍ୟୁ ହେଇଥିଲା । କିନ୍ତୁ ଲୋକ ଲୋଚୋନଙ୍କୁ କଥା ଆସିଲା ତରଭୁଜ ଖାଇବା ଦ୍ୱାରା ମୃତ୍ୟୁ ହୋଇଛି ବୋଲି । ଯାହାକୁ ନେଇ ସବ ବ୍ୟବଚ୍ଛେଦ ପରେ ଖୁଲସ କରିଲା ପୋଲିସ୍ । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ରେ ଯେଉଁଠାରେ ସମ୍ପ୍ରକ ନୁହ ବରଂ ସଫା କରିବାକୁ ରଚା ଯାଇଥିଲା ସଡଯନ୍ତ୍ର । ସୂଚନା ଅନୁଯାୟୀ ମୃତକଙ୍କ ମସ୍ତିଷ୍କ , ହୃଦ୍ୟୟ ଓ ଅନ୍ତନଳୀ ରେ ବିଷର ପ୍ରଭାବ ଅଟେ ଥିଲା ଯେ ସବୁଜ ପଡିଯାଇଥିଲା ଯାହାକୁ ଦେଖି ଡକ୍ଟର ମଧ୍ୟ ଛାନିଆ ହୋଇଯାଇଥିଲେ । ଖାଲି ସେତିକି ନୁହେଁ । ମୃତକଙ୍କ ଦେହ ରୁ ମଫୋର୍ନ ନାମକ ଏକ ଯାହାର ମିଳିଛି ଯାହାର ଓଭାର ଡୋଜ ଜୀବନ ନେଇପାରେ । ଏବେ ପ୍ରଶ୍ନ ଉଠୁଚି ଯେ ଏ ଯାହାର ମୃତଙ୍କ ଦେହକୁ କେମିତି ଆସିଲା ଏବଂ କିଏ ଦେଇଥିଲା? ଗତ 26 ତାରିଖ ରାତି ରେ ଅବଦୁଲା ଅବଦୁଲ କତର ଓ ତାଙ୍କ ପତ୍ନୀ ନର୍ଶି ମୁମ୍ବାଇ ର ଏକ apartments ବିରୀୟନି ଖାଇଥିଲେ ଏହାପରେ ଘରକୁ ଆସି ରାତି ପ୍ରାୟ 12 ପାଖା ପାଖି ସମୟରେ ତରଭୁଜ କାଟି ଖାଇଥିଲେ ଆଉ ସକାଳୁ ଆରମ୍ଭ ହେଇଯାଇଥିଲା ଜୀବନ ସହିତ ସଂଘର୍ଷ ଭୋର୍ 5 ରୁ ଝାଡ଼ା ବାନ୍ତି ହୋଇଥିଲା ଏହାପରେ ମେଡିକାଲ ରେ ଚିକିତ୍ସା ଚାଲୁଥିବା ସମୟରେ ରବିବାର ସକାଳୁ ଜଣ ଙ୍କ ପରେ ଜଣେ ଆଖିବୁଜିଦେଇଥିଲେ । ତେବେ ଏହି ଘଟଣା ପଛରେ ଥିବ ଖଳନାୟକ ra ଟେରା ପାଉନି ପୋଲିସ । ଯାହାକୁ ନେଇ ସମଗ୍ର ଦେଶରେ ତରଭୁଜ ଖାଇବାକୁ ଲୋକେ ଡରିଲେନି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved