📞 +91 9583789855 📧 info@asmitatv.in
Asmita TV Logo

ଅତିରିକ୍ତ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ଭେଟିଲେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ
Apr 04, 2026

ଅତିରିକ୍ତ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ଭେଟିଲେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ

କ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅତିରିକ୍ତ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ଆଜି ପୂର୍ବାହ୍ନରେ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହୋଇଛନ୍ତି।

ସେଠାରେ ଉପସ୍ଥିତ ବିଶେଷଜ୍ଞ ଡାକ୍ତରମାନଙ୍କ ସହ ଶ୍ରୀ ଖୁରାନିଆ ଆଲୋଚନା କରି ଶ୍ରୀ ସେଠୀଙ୍କ ଚିକିତ୍ସା ପ୍ରକ୍ରିୟା ଓ ସୁସ୍ଥତା ସମ୍ପର୍କରେ ଅବଗତ ହୋଇଛନ୍ତି । ଏହା ସହ ଶ୍ରୀ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Author : Asmitatv Date: 2026-04-04

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved