📞 +91 9583789855 📧 info@asmitatv.in
Asmita TV Logo

ନବୀନଙ୍କୁ ଭେଟିଲେ ବିଧାୟିକା ପ୍ରମିଳା ମଲ୍ଲିକ
Apr 08, 2026

ନବୀନଙ୍କୁ ଭେଟିଲେ ବିଧାୟିକା ପ୍ରମିଳା ମଲ୍ଲିକ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପ୍ରମିଳାଙ୍କ ଘରେ ବୈଠକ ପରେ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଯାଜପୁର ବିଜେଡି ନେତା। ନବୀନଙ୍କ ବୈଠକ ପରେ ବିଜେଡି ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ଆଗକୁ ଜିଲ୍ଲା ସ୍ତରରେ ବୈଠକ ହେବ। ଯାଜପୁରର ଛାତ୍ର, ଯୁବ ମହିଳା ସଂଗଠନ କିପରି ସୁଦୃଢ ହେବ ସେ ନେଇ ଆଲୋଚନା କରାଯାଇଛି । ଆମେ ଯେଉଁ ତରିକା ପ୍ରସ୍ତୁତ କରିଛୁ ତାହା ସୁପ୍ରମୋଙ୍କୁ ଜଣାଇଛୁ । ନବୀନ ବାବୁ ଖୁସି ହୋଇ ସେହି ତରିକା ଅନୁସାରେ କାର୍ଯ୍ୟ କରିବାକୁ କହିଛନ୍ତି। ଆବଶ୍ୟକ ପଡିଲେ ନବୀନ ବାବୁ ମଧ୍ୟ ଯାଜପୁର ଯିବେ।


Author : Asmitatv Date: 2026-04-08

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved