📞 +91 9583789855 📧 info@asmitatv.in
Asmita TV Logo

ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ଖୋଲିଲା ସୁବିଧାର ପେଡ଼ି
Apr 05, 2026

ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ଖୋଲିଲା ସୁବିଧାର ପେଡ଼ି

ଞ୍ଚାୟତ ନିର୍ବାଚନ ପୁର୍ବରୁ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ । ବୃଦ୍ଧି ହେଲା ଶିକ୍ଷାନୁଷ୍ଠାନ ସଂରକ୍ଷଣ ସିଟ୍‌ ସଂଖ୍ୟା । ୫୦ପ୍ରତିଶତ ବୃଦ୍ଧି ହେଲା ସଂରକ୍ଷଣ ସିଟ୍‌ ସଂଖ୍ୟା। ସରକାରଙ୍କ ଫୋକସରେ ଏସି,ଏସ ଟି, ଓବିସି । ଅନୁସୂଚିତ ଜନଜାତି ୨୨.୫୦ ପ୍ରତିଶତ। ଅନୁସୂଚିତ ଜାତି ୧୬.୨୫ ପ୍ରତିଶତ। ଏସିବିସି ୧୧.୨୫ ପ୍ରତିଶତ ବୃଦ୍ଧି ହେଲା ସଂରକ୍ଷଣ ସିଟ୍‌ ସଂଖ୍ୟା। ସମସ୍ତ ବିଶ୍ୱବିଦ୍ୟାଳୟ, ଓ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ,ମେଡିକାଲ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ, ପଲିଟେକନିକମାନଙ୍କରେ ଲାଗୁ ହେବ ।


Author : Asmitatv Date: 2026-04-05

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved