📞 +91 9583789855 📧 info@asmitatv.in
Asmita TV Logo

ରାଘବ ଚଢାଙ୍କୁ ବଡ଼ ଝଟକା
Apr 02, 2026

ରାଘବ ଚଢାଙ୍କୁ ବଡ଼ ଝଟକା

 ଆମ ଆଦମୀ ପାର୍ଟି ରାଜ୍ୟସଭା ଉପନେତା ପଦରୁ ରାଘବ ଚଢାଙ୍କୁ ବଡ଼ ଝଟ୍‌କା ଦେଇଛି। ଆଜି ରାଘବଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇବାକୁ ଆପ୍ ଦଳ ସଚିବାଳୟକୁ ଚିଠି ଲେଖିଛି ।ଏହା ସହିତ ଏହା ମଧ୍ୟ କୁଯାହାଇଛି କି ତାଙ୍କୁ ଏପିର କୋଟାରୁ କହିବା ପାଇଁ ସମୟ ନଦିଆଯାଉ। ଏଏପି ସଚିବାଳୟ ମଧ୍ୟ ଅଶୋକ ମିତ୍ତଲଙ୍କୁ ଉଚ୍ଚ ସଦନରେ ଦଳର ଉପନେତା ଭାବରେ ନିଯୁକ୍ତ କରିବାକୁ ଅନୁରୋଧ କରିଛି। ଏହାର ଅର୍ଥ ହେଉଛି ଯେ ପଞ୍ଜାବର ରାଜ୍ୟ ସଭା ଏମ୍‌ପି ଡକ୍ଟର ଅଶୋକ ମିତ୍ତଲ ରାଜ୍ୟ ସଭାରେ ଏଏପିର ନୂତନ ଉପନେତା ହୋଇପାରନ୍ତି।

ସୂଚନା ଅନୁଯାୟୀ, ରାଘବ ଚଢା ଦଳ ସହିତ ପରାମର୍ଶ ନକରି କିଛି ପ୍ରସଙ୍ଗରେ କହୁଛନ୍ତି। ସେ ରାଜ୍ୟ ସଭାରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ ସେ ବିଷୟରେ ଦଳକୁ ଜଣାଉନାହାନ୍ତି। ଆମ ଆଦମୀ ପାର୍ଟି (ଏଏପି) ତାଙ୍କୁ ଏ ସମ୍ପର୍କରେ ଚେତାବନୀ ମଧ୍ୟ ଦେଇଥିଲା।

Author : Asmitatv liv Date: 2026-04-02

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved