📞 +91 9583789855 📧 info@asmitatv.in
Asmita TV Logo

କଟକ ସାଲେପୁର ଭାତପଡ଼ା ଛକ ନିକଟରେ ଭୟଙ୍କର ଦୁର୍ଘଟଣା
Apr 11, 2026

କଟକ ସାଲେପୁର ଭାତପଡ଼ା ଛକ ନିକଟରେ ଭୟଙ୍କର ଦୁର୍ଘଟଣା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ସାଲେପୁର ଥାନା କଟକ ସାଲେପୁର ରାସ୍ତାର ଭାତପଡା ଛକ ନିକଟରେ ଦୁଇଟି ବସ ମଧ୍ୟରେ ଦୁର୍ଘଟଣା ଘଟିଛି । ଉଭୟ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୧୦ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମହାଲକ୍ଷ୍ମୀ ଓ ପପୁ ନାମକ ଦୁଇଟି ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ । କୁହାଯାଉଛି ଦୁଇ ବସ୍‌ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଯୋଗୁଁ ଦୁର୍ଘଟଣା ଘଟିଛି । ଓଭର ଟେକ୍ କରିବା ଚକ୍କରରେ ରାସ୍ତାରୁ ଦୁଇଟି ବସ୍  ଖସିପଡିଥିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।


Author : Asmitatv live Date: 2026-04-11

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved