📞 +91 9583789855 📧 info@asmitatv.in
Asmita TV Logo

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସରପ୍ରାଇଜ୍ ଭିଜିଟ୍
Apr 10, 2026

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସରପ୍ରାଇଜ୍ ଭିଜିଟ୍

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ମୈତ୍ରୀ ବିହାର ସ୍ଥିତ ଶକ୍ତି ବିଭାଗର ଇଆଇସିଙ୍କ କାର୍ଯ୍ୟାଳୟରେ ପଞ୍ଚାନନ୍ଦ ସ୍ୱାଇଁଙ୍କ ନାମରେ ଦୁର୍ନୀତି ଅଭିଯୋଗର ସୂଚନା ଦେଇଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । 2009ରୁ ସେଠାରେ ସେ ଶକ୍ତି ବିଭାଗର କାର୍ଯ୍ୟରତ ଅଛନ୍ତି । ଆଉଟ ସୋର୍ସିଙ୍ଗ ନାମରେ ଲୋକଙ୍କ ଠାରୁ କଲେକ୍ସନ କରୁଛନ୍ତି । ଦୁର୍ନୀତି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀଙ୍କ ସହ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ମୈତ୍ରୀ ବିହାର ସ୍ଥିତ ଶକ୍ତି ବିଭାଗର ଇଆଇସିଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ଦିନ 3ଟା 15ରେ କାର୍ଯ୍ୟାଳୟରେ କୌଣସି କର୍ମଚାରୀଙ୍କୁ ନ ପାଇବାରୁ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। 


Author : Asmitatv Date: 2026-04-10

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved