📞 +91 9583789855 📧 info@asmitatv.in
Asmita TV Logo

ଅଡିଟର ବାବୁଙ୍କୁ ମାଡ଼ି ବସିଲା ଓଡ଼ିଶା ଭିଜିଲାନ୍ସ
Mar 25, 2026

ଅଡିଟର ବାବୁଙ୍କୁ ମାଡ଼ି ବସିଲା ଓଡ଼ିଶା ଭିଜିଲାନ୍ସ

ଡିଟର ବାବୁଙ୍କୁ ମାଡ଼ି ବସିଲା ଓଡ଼ିଶା ଭିଜିଲାନ୍ସ । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (RDE)ଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ଚଢ଼ାଉ କରାଯାଇ ୨୮.୭୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଠାବ କରାଯାଇଛି । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଅଡିଟର ଅଡିଟରଙ୍କ ଘରୁ ମିଳିଲା ୨୮ ଲକ୍ଷରୁ ଅଧିକ ନଗଦ ଟଙ୍କା।

ଭୁବନେଶ୍ବର ମଧୂସୁଦନ ନଗର ଘରୁ ୨୭ ଲକ୍ଷ ୪୨ହଡାର ଓ ଅଫିସ ଟେବୁଲ୍ ଟ୍ରୟରରୁ ମିଳିଛି ୧ଲକ୍ଷ ୨୮ ହଜାର କ୍ୟାସ୍। ସୂଚନା ଅନୁଯାୟୀ, କିଛିଦିନ ତଳେ ଖୋର୍ଦ୍ଧା ଡିଗ୍ରୀ କଲେଜର ଜଣେ କର୍ମଚାରୀଙ୍କୁ MACP ଯୋଜନା ଅଧୀନରେ ସେବା ଯାଞ୍ଚ ଓ ପେ' ଫିକ୍ସେସନ୍ ଠିକ୍ କରି ଦରମା ଉଠାଇବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ। 

Author : Ayesha Debnath Date: 2026-03-25

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved