📞 +91 9583789855 📧 info@asmitatv.in
Asmita TV Logo

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା SIR ପ୍ରକ୍ରିୟା
May 30, 2026

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା SIR ପ୍ରକ୍ରିୟା

ଘର ଘର ବୁଲି ଭୋଟର ତାଲିକା  ସଂଶୋଧନ କରିବେ BLO। 

ଘର ଘର ବୁଲି ଯୋଗ୍ୟ ଭାରତୀୟ ଭୋଟରଙ୍କୁ  ଚିହ୍ନଟ  କରିବେ ଭୋଟର ତାଲିକାରୁ  ବାଦ  ହେବେ ଅଯୋଗ୍ୟ ଭୋଟର ବିଏଲ୍ଓଙ୍କ ଜରିଆରେ   ଭୋଟର ଆଇଡିର ସଂଶୋଧନ କରାଯିବ ନିଜର  ନାମ ,ବୟସ , ବାପାଙ୍କ ନାମre  ତ୍ରୁଟି ଥିଲେ ସଂଶୋଧନ କରିପାରିବେ ଭୋଟର ।ସଂଶୋଧନ ପାଇଁ ସବୁ ଭୋଟରଙ୍କୁ ୨ଟି  ଫର୍ମ ଦିଆଯିବ।ଡୋର ଟୁ ଡୋର ବୁଲିବା ବେଳେ ତାକୁ ସଂଶୋଧନ କରିବେ ବିଏଲଓ। ସକାଳେ ଘର କୁ  ଘର ବୁଲି ଭୋଟର ଚିହ୍ନଟ  କରିବ ପରେ ପ୍ରତିଦିନ ଦିନ ୩ଟାରୁ ୫ଟା ବୁଥରେ ଉପସ୍ଥିତ ରହିବେଜୁନ୍ ୨୮ ତାରିଖ ଯାଏଁ ରାଜ୍ୟରେ  ଚାଲିବ SIR ପ୍ରକ୍ରିୟା।ସେଥୀ ପାଇଁ  ୪୫   ହଜାର ୨୫୫ ବ୍ଲକ ଲେବୁଲ ଅଫିସର ନିଯୁକ୍ତି ହୋଇଛନ୍ତି।ଯୋଗ୍ୟ ଭାରତୀୟ ଭୋଟର ଯେମିତି ବାଦ୍ ନ ପଡନ୍ତି ସଜାଗ ରହିବା ପାଇଁ ନିର୍ବାଚନ କମିସନର  ନିର୍ଦେଶ ଦେଇଛନ୍ତି

Author : asmitatv live Date: 2026-05-30

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved