📞 +91 9583789855 📧 info@asmitatv.in
Asmita TV Logo

ସଡ଼କ ଦୁର୍ଘଟଣାରେ ଗୁରୁତର ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଶ୍ରୀ କୃଷ୍ଣଚନ୍ଦ୍ର
Apr 05, 2026

ସଡ଼କ ଦୁର୍ଘଟଣାରେ ଗୁରୁତର ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଶ୍ରୀ କୃଷ୍ଣଚନ୍ଦ୍ର

ଭୁବନେଶ୍ୱର ଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାରତ, କମିଶନରେଟ ପୋଲିସର ଅତିରିକ୍ତ ଆରକ୍ଷୀ ଉପାୟୁକ୍ତ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ, କମିଶନରେଟ ପୋଲିସ ଆରକ୍ଷୀ ଆୟୁକ୍ତ ଶ୍ରୀ ସୁରେଶ ଦେବଦତ୍ତ ସିଂ ସାକ୍ଷାତ କରିବା ସହିତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହୋଇଛନ୍ତି। 

ଏଥିସହିତ ତାଙ୍କର ଚିକିତ୍ସାରେ ନିୟୋଜିତ, ଡାକ୍ତର ମାନଙ୍କ ସହ ଆଲୋଚନା କରିବା ସହିତ ଶ୍ରୀ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

Author : Asmitatv liv Date: 2026-04-05

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved