📞 +91 9583789855 📧 info@asmitatv.in
Asmita TV Logo

ଖରା ଛୁଟିକୁ ନେଇ ବଡ଼ ଘୋଷଣା
Apr 16, 2026

ଖରା ଛୁଟିକୁ ନେଇ ବଡ଼ ଘୋଷଣା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଖରା ଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । SRCଙ୍କ ସମିକ୍ଷା ପରେ ଛୁଟିଦିନ ନିଷ୍ପତି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତି ନିଆଯିବ । ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ସେହି ଜିଲ୍ଲାର ରିପୋର୍ଟ ଦେଖି ଛୁଟି ଘୋଷଣା କରାଯିବ । ପିଲାମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଗରମ ହେଉଥିବାରୁ, ଏହାକୁ ନେଇ ବିଚାର କରାଯିବ । SRCଙ୍କ ହିଟ ୱେଭ ସମୀକ୍ଷା ପରେ ହିଁ ଖରାଛୁଟି ଘୋଷଣା କରାଯିବ ।  


Author : Asmitatv live Date: 2026-04-16

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved