📞 +91 9583789855 📧 info@asmitatv.in
Asmita TV Logo

ଚେନ୍ନାଇ ସୁପର୍ କିଙ୍ଗସକୁ ମାତ ଦେଲା ପଞ୍ଜାବ କିଙ୍ଗସ୍
Apr 04, 2026

ଚେନ୍ନାଇ ସୁପର୍ କିଙ୍ଗସକୁ ମାତ ଦେଲା ପଞ୍ଜାବ କିଙ୍ଗସ୍

ଚେନ୍ନାଇ ସୁପର୍ କିଙ୍ଗସକୁ ମାତ ଦେଲା ପଞ୍ଜାବ କିଙ୍ଗସ୍ । ୫ ୱିକେଟରେ ପରାସ୍ତ ହେଲା ଚେନ୍ନାଇ ସୁପର୍ କିଙ୍ଗସ। T-20ରେ ଚାଲିଛି ରୋମାଞ୍ଚକ ଖେଳ। ପ୍ରତିଦିନ ଦେଖିବାକୁ ମିଳୁଛି ଆଶ୍ଚର୍ଯ୍ୟକର ଖେଳ। ଗତକାଲି ଚେପକ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର୍ କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ୍ । ମ୍ୟାଚରେ ସିଏସକେ ପ୍ରଥମେ ବ୍ୟାଟିଂ କରି ୨୦୯ ରନ୍ କରିଥିଲା। ଜବାବରେ, ପଞ୍ଜାବ କିଙ୍ଗସ୍  ୧୮. ଓଭରରେ  ୨୧୦ ରନ ହାସଲ କରି ଚେନ୍ନାଇ ସୁପର୍ କିଙ୍ଗସକୁ ହରାଇଥିଲେ। ଏହି ଐତିହାସିକ ବିଜୟ ସହିତ ପଞ୍ଜାବ କ୍ରମାଗତ ଦ୍ୱିତୀୟ ଥର ପାଇଁ  ୨୦ରୁ ଅଧିକ ରନ୍ ହାସଲ କରିଛି।


Author : Asmitatv Date: 2026-04-04

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved