📞 +91 9583789855 📧 info@asmitatv.in
Asmita TV Logo

ଦ୍ଵିତୀୟ ପର୍ଯ୍ୟାୟରେ ଅରମ୍ଭ ହେଲା ଗଣତି ମଣତି
Apr 08, 2026

ଦ୍ଵିତୀୟ ପର୍ଯ୍ୟାୟରେ ଅରମ୍ଭ ହେଲା ଗଣତି ମଣତି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପୁଣି ବନ୍ଦ ରହିବ ଜାଗା ଦର୍ଶନ, ଅପେକ୍ଷା କରିବେ ଭକ୍ତ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହୋଇଛି । ସେଥିପାଇଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛି ସ୍ୱତନ୍ତ୍ର ଟିମ୍। ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଟିମରେ ସାମିଲ ଅଛନ୍ତି। ଦ୍ଵିତୀୟ ପର୍ଯ୍ୟାୟର ଗଣତି ମଣତି ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।  

Author : Asmitatv Date: 2026-04-08

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved