📞 +91 9583789855 📧 info@asmitatv.in
Asmita TV Logo

ପୁରୀ ଶ୍ରୀମନ୍ଦିର ପରିସରରେ ବନ୍ଦ ହେବ ମଦ ବିକ୍ରି
Mar 26, 2026

ପୁରୀ ଶ୍ରୀମନ୍ଦିର ପରିସରରେ ବନ୍ଦ ହେବ ମଦ ବିକ୍ରି

  • ପୁରୀ ଶ୍ରୀମନ୍ଦିର ପରିସରରେ ବନ୍ଦ ହେଲା ମଦ ବିକ୍ରି 
  • ଦୋକାନ ଖୋଲିବା, ବିକ୍ରି ଓ ସେବନ ଉପରେ ରୋକ୍ 
  • ଭକ୍ତଙ୍କ ଭାବନାକୁ ସମ୍ମାନ ଓ ପୁରୀର ପବିତ୍ରତା ରକ୍ଷା 

ନୂଆ ଅବକାରୀ ନୀତି ଅନୁସାରେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମଦ ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶକୁ ଅକ୍ଷୁଣ୍ଣ ରଖିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମନ୍ଦିର ଚାରିପାଖକୁ ସଂବେଦନଶୀଳ ଘୋଷଣା କରି ଏଠାରେ ମଦ ଦୋକାନ ଖୋଲିବା, ବିକ୍ରି କରିବା କିମ୍ବା ସେବନ କରିବା ଉପରେ କଠୋର ପ୍ରତିବନ୍ଧ ଲାଗୁ ହେବ । ଏଏହି ପଦକ୍ଷେପ ଭକ୍ତମାନଙ୍କର ଧାର୍ମିକ ଭାବନାକୁ ସମ୍ମାନ ଦିଆଯିବା ସହିତ ପୁରୀ ସହରର ପବିତ୍ରତା ରକ୍ଷା ହେବା ବୋଲି କହିଛନ୍ତି  ଅବକାରୀମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । 

Author : asmiitatv live Date: 2026-03-26

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved