📞 +91 9583789855 📧 info@asmitatv.in
Asmita TV Logo

କୋରାପୁଟରେ ମୃଦୁ ଭୂମିକମ୍ପ ଝଟ୍‌କା
Apr 05, 2026

କୋରାପୁଟରେ ମୃଦୁ ଭୂମିକମ୍ପ ଝଟ୍‌କା

କୋରାପୁଟରେ ମୃଦୁ ଭୂମିକମ୍ପ ଝଟ୍‌କା । ଗତ ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ପ୍ରାୟ ୬ ରୁ ୮ ସେକେଣ୍ଡ ଭୂକମ୍ପରେ ଥରିଥି ଲା କୋରାପୁଟ। ଅଧରାତିରେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ଲୋକେ । କୋରାପୁଟ ସହ ଜୟପୁର, ଲମତାପୁଟ, ସୁନାବେଡା, ବୋରିଗୁମା, ସିମିଲିଗୁଡା, ନନ୍ଦପୁର, ପୋଟାଙ୍ଗୀ ଏବଂ ଦାମନଯୋଡି ଅଞ୍ଚଳରେ ଏହା ଅନୁଭୂତ ହୋଇଥିଲା । 

Author : Asmitatv Date: 2026-04-05

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved