📞 +91 9583789855 📧 info@asmitatv.in
Asmita TV Logo

୩୦୦୦ କିଲୋମିଟର ଦୂରରେ ରହି ଡ଼କ୍ଟର କଲେ ଅପରେସନ
May 28, 2026

୩୦୦୦ କିଲୋମିଟର ଦୂରରେ ରହି ଡ଼କ୍ଟର କଲେ ଅପରେସନ

ଚୀନର ଉହାନରେ ଜଣେ ଭାରତୀୟ ୟୁରୋଲୋଜିଷ୍ଟ ଡାକ୍ତର ସୟଦ ମହମ୍ମଦ ଗୌସଙ୍କ ସର୍ଜରୀ ଏବେ ଚାରିଆଡ଼େ ଚର୍ଚ୍ଚାରେ। ହାଇଦ୍ରାବାଦରେ ଜଣେ ରୋଗୀଙ୍କ ଉପରେ ସଫଳ ରୋବୋଟିକ୍ ଅସ୍ତ୍ରୋପଚାର କରି ‌ସେ ଏବେ ଚର୍ଚ୍ଚାରେ ଅଛନ୍ତି। ସବୁଠୁ ବଡ଼ କଥା ହେଉଛି ଯେ, ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ପ୍ରାୟ ୩ହଜାର କିଲୋମିଟରର ଦୂରତା ଥିଲା। ହେଲେ ଏହା ସତ୍ତ୍ବେ ବି ସର୍ଜରୀ ସଫଳ ହୋଇଛି। 

Author : asmitatv live Date: 2026-05-28

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved